ରଣନୀତି ଜାରି କଲେ ସରକାର: ୨ରେ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌

ଲୋକଙ୍କ ସହ ସଂପର୍କ ସ୍ଥାପନ ପାଇଁ ବ୍ୟାପକ ଯୋଜନା ନୂଆଦିଲ୍ଲୀ : ୪ ରାଜ୍ୟରେ କୋଭିଡ୍‌ ଟିକାର ଡ୍ରାଏରନ୍ କାର୍ଯ୍ୟକ୍ରମ ସଫଳତ‌ାର ସହ ସମ୍ପନ୍ନ ହେବାପରେ ଆଗାମୀ ଜାନୁଆରି ୨ ତାରିଖରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ ଟିକାର ଡ୍ରାଏରନ୍‌ ହେବ। ସବୁ ରାଜ୍ୟ ରାଜଧାନୀର ୩ଟି ସ୍ବତନ୍ତ୍ର କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ହେବ। ମହାରାଷ୍ଟ୍ର ଏବଂ କେରଳ ପରି ରାଜ୍ୟଗୁଡ଼ିକରେ ରାଜଧାନୀ ସହ ଅନ୍ୟ … Continue reading ରଣନୀତି ଜାରି କଲେ ସରକାର: ୨ରେ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌